ଛାଡିଲେ ହାତ ,ଧରିବେ ଶଙ୍ଖ :ଚନ୍ଦ୍ରଶେଖର, ବିକ୍ରମ, ଭଗବାନ

ବ୍ରହ୍ମପୁର : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ଏଆଇସିସି ସଦସ୍ୟ ତଥା ପିସିସି ସାଧାରଣ ସଂପାଦକ ବିକ୍ରମ କୁମାର ପଣ୍ଡା ଓ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ଭଗବାନ ଗନ୍ତାୟତ ନିଜ ସମର୍ଥକଙ୍କ ସହ ଆଜି ବିଧିବଦ୍ଧ ଭାବେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସେମାନେ ଆଜି ସଂଧ୍ୟାରେ ଏଆଇସିସି ଅଧ୍ୟକ୍ଷ ଓ ପିସିସି ସଭାପତିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ଦୀର୍ଘ ୪୦ ବର୍ଷ କଂଗ୍ରେସରେ ରହି ଆସିଥିବା … Continue reading ଛାଡିଲେ ହାତ ,ଧରିବେ ଶଙ୍ଖ :ଚନ୍ଦ୍ରଶେଖର, ବିକ୍ରମ, ଭଗବାନ